by Priyaranjan Biswal ✓ · 21 Aug 2021
ବାଦଲ କହିଲା ସାନୁ ତୁ ପାଖରୁ ସେଇ ଯେଉଁ ଚସମା ବାଲି ଆସିଛି ତା' ନାଁ କଣ ଦେଇଛୁ? ସାନୁ କହିଲା ଭାଇ ସେଣ୍ଟିମିଟର କହୁଥିଲା ବସନ ରେ ଆସିଲାବେଳେ ତାର ବାନ୍ତି ହୁଏ ବୋଲି ସିଏ ଲେମ୍ବୁ ଧରି ଆସେ ତେଣୁ ତା ନାଁ ଲେମ୍ବୁ।
Loading comments…
Loading comments…