by Sanuja Meghamala ✓ · 11 Feb 2022
ସେ ଏପଟ ସେପଟ ଚାହିଁ ମୋ ପାଟିରେ ହାତ ଦେଇ କହିଲା ଚୁପ ଏଠି ନୁହେଁ ଚାଲ ସେପଟେ ଦୂରରେ ବସି କଥା ହେବା। ।କିଛି ପୂର୍ବରୁ ତା ମୁଁହରେ ଥିବା ଖୁସିର ଝଲକ ବଦଳରେ ମୋତେ ତା ଆଖିରେ ଦୁଇଟୋପା ଢକ ଢଳ ଲୁହ ଦେଖାଗଲା।
Loading comments…
Loading comments…