by Siddhartha Sankar Tripathy ✓ · 15 Jan 2022
ସାରାଜୀବନ ମୁଁ ଏହିପରି ତମ ସ୍ମୃତିର କଣ୍ଟକିତ ଶରଶଯ୍ୟାରେ ଶୋଇଥିବି। ମୁହଁରେ ହସ ଫୁଟାଇଲେ ବି ହୃଦୟ ଭିତରେ ଅହରହ ଜଳିବି ନିଶ୍ଚୟ। ନାରୀଟିଏ ଏମିତି କି ପାପ କରିଥାଏ ଯେ ପ୍ରାୟତଃ ପ୍ରେମିକକୁ ପ୍ରେମ କରି ବି ପାଇପାରେନାହିଁ।
Loading comments…
Loading comments…