by Mukundalal pradhan ✓ · 10 Dec 2019
ଡାଏରୀ ଧରି ଆରାମ ରେ ଚେୟାର ଉପରେ ବସି ଗଲା ,ଆଉ ଖୋଲିଲା ବେଳକୁ ସେଥିରୁ ଗଳି ପଡ଼ିଲା ଗୋଟେ ଶୁଖିଲା ଗୋଲାପ ଫୁଲ । ଜଉ ଟା କି ଅନ୍ୟ ମାନଙ୍କ ପାଇଁ ଗୋଟେ ଶୁଖିଲା ଫୁଲ ହେଇ ପାରେ ହେଲେ ତା ପାଇଁ ତା ଜୀବନର ଅଭୁଲା ଇତିହାସ ।
Loading comments…
Loading comments…