by kalpana sahoo ✓ · 3 Jan 2021
ଝିଅଟିଏ ଅପେକ୍ଷା ପୁଅଟିଏ ହେଲେ ଲୋକେ ଅଧିକା ଖୁସି ହୁଅନ୍ତି । କାହିଁକିନା ସେମାନେ ଆଜି ବି ଭାବୁଛନ୍ତି, ଝିଅ ହେଲେ ଘରୁ ସବୁକିଛି ନେଇକି ଯିବ ଆଉ ପୁଅ ହେଲେ ଘରକୁ ଆଣିବ ।
Loading comments…
Loading comments…