by Satyabati Swain ✓ · 7 Aug 2020
ବୁଢା ଟା ଥଣ୍ଡା କାଶ ସବୁବେଳେ ବୋଲି ପୁଅ ବୋହୂଙ୍କ ଠାରୁ ଏକଘରିକିଆ ହୋଇ ରହିଛନ୍ତି ନିଜେ ନିଜେ ଶ୍ରୀ ନିବାସ ସାର୍ । ଏ ସମୟେ ବେଶୀ ମନେ ପଡୁଛି ତାଙ୍କ ଅରୁ ପୂଜାରିଣୀ କଥା ।
Loading comments…
Comments
Loading comments…