by Gangadhar Nanda ✓ · 6 May 2021
ଏମିତି ଗୋଟିଏ କଥାରେ ମୁଁ ତୋର ଭିଣୋଇଙ୍କୁ ହରେଇଲି । ସେ ଖାଲି ମୋର ସ୍ଵାମୀ ନଥିଲେ, ମୋ ପ୍ରାଣଠାରୁ ମଧ୍ୟ ଅଧିକ ଥିଲେ । ଆମର ପିଲାପିଲି ନଥିଲେ ମଧ୍ୟ ସେ ମୋତେ ବହୁତ ଭଲ ପାଉଥିଲେ ।
Loading comments…
Loading comments…