by JASBIN *SABAR * ✓ · 2 Feb 2022
ଭୀଷଣ ଆତଙ୍କ ଓ କ୍ରୋଧରେ ଦିଗ–ବିଦିଗ ଜ୍ଞାନଶୂନ୍ୟ ହୋଇଗଲେ ସୀତା । ଅତ୍ୟନ୍ତ ରୁକ୍ଷଭାବେ କହିଲେ ଲକ୍ଷ୍ମଣ–ଭଣ୍ଡ କାପୁରୁଷ, ଏଇ ତୁମର ଭ୍ରାତାଭକ୍ତି ? ତୁମକୁ ମୁଁ ଚିହ୍ନି ପାରୁଛି, ଭିତରେ ଭିତରେ ତୁମେ ମଧ୍ୟ ଚାହଁ ରାମଙ୍କର ସର୍ବନାଶ !
Loading comments…
Comments
Loading comments…