by Binapani Pradhan ✓ · 11 Jul 2019
"ତୁମେ ଏତେ ଏକାକରିଦେଲେ ,ମୁଁ ରାସ୍ତା ପାଇବି କୋଉଠୁ"ବାଟବଣା ହୋଇଯିବି ପ୍ରାଚୀ କହି ଶେଖର ହାତଧରି ପକେଇଥିଲେ। ପ୍ରାଚୀ ଟିକେ ଚମକି ପଡିଲା,ସେ ଅନୁଭବ କଲା ନୂଆ ନୂଆ କରି କଣ ଗୋଟେ ବଦଳି ଯାଉଛି ତା ଭିତରେ। ବର୍ଷାରୁ ଖସିଆସିଥିଲା ସତ ଶେଖରଙ୍କ ଛତା ତଳକୁ ,ହେଲେ ଗୋଟାପଣେ ଓଦା ପ୍ରେମର ପ୍ରଥମ ବର୍ଷାରେ।
Loading comments…
Loading comments…