Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଶେଖର
7 storys
ଖିଆଲି ମଣିଷ ର ପ୍ରେମ
Shiba Charan Mahapatra · 3 min read · 501 reads
ସେଦିନ ସେଇ ଅସଜଡା କୋଠରୀ ଠିକ୍ ସେମିତି ଅସଜଡା ହେଇ ପଡିରହିଲା ଆଉ ଏକ ଅସଜଡା ସମ୍ପର୍କ ନେଇ ଜ୍ୟୋତ୍ସ୍ନା ଚାଲିଯାଇଥିଲା ଏକ ମୁହାଁ ହୋଇ । ତାପରଠୁ ସେ କେବେ ପଛକୁ ଫେରି ଚାହିଁନି । ୟା ଭିତରେ କେତେ ଯେ ଲୁହର ଶ୍ରାବଣ , କେତେ ରଙ୍ଗ ହୀନ ଫଗୁଣ , କେତେ ବିଦୀର୍ଣ୍ଣ ବସନ୍ତ ଚାଲି ଗଲାଣି ଜ୍ୟୋତ୍ସ୍ନାର ସ୍ମୃତି ମଲାଟ ଠିକ୍ ରେ ହିସାବ୍ ରଖିନି ।ସେଦିନ ହଠାତ୍ ଏମରଜେନ୍ସି କେସ୍ ଟିଏ ପାଇଁ ସମସ୍ତ ଡାକ୍ତରଙ୍କୁ ଅପରେସନ ଥିଏଟରକୁ ଡାକରା ଆସିଲା ।
Abstract
ରବି ଟକିଜ୍
Binapani Pradhan · 2 min read · 295 reads
"ତୁମେ ଏତେ ଏକାକରିଦେଲେ ,ମୁଁ ରାସ୍ତା ପାଇବି କୋଉଠୁ"ବାଟବଣା ହୋଇଯିବି ପ୍ରାଚୀ କହି ଶେଖର ହାତଧରି ପକେଇଥିଲେ। ପ୍ରାଚୀ ଟିକେ ଚମକି ପଡିଲା,ସେ ଅନୁଭବ କଲା ନୂଆ ନୂଆ କରି କଣ ଗୋଟେ ବଦଳି ଯାଉଛି ତା ଭିତରେ। ବର୍ଷାରୁ ଖସିଆସିଥିଲା ସତ ଶେଖରଙ୍କ ଛତା ତଳକୁ ,ହେଲେ ଗୋଟାପଣେ ଓଦା ପ୍ରେମର ପ୍ରଥମ ବର୍ଷାରେ।
Others
ଜହ୍ନମାମୁଁ - ୪୯
ଓଡ଼ିଆ ଗଳ୍ପ ଓ କବିତା - ୧ · 3 min read · 7.8K reads
ତେଣୁ ପ୍ରତ୍ୟେକ କଥାରେ ଅଭିଯୋଗ କଲେ ଶୁଣିବାକୁ ମୋପାଖେ ଆଉ ଏତେ ସମୟ ନାହିଁ ।
Classics
ଜହ୍ନମାମୁଁ -୫୦
ଓଡ଼ିଆ ଗଳ୍ପ ଓ କବିତା - ୧ · 3 min read · 7.3K reads
ତା’ର ଗୁଣରେ ପ୍ରଭାବିତ ହୋଇ ଜଣେ ଧନୀ ଚାଷୀ ତା’ର ଏକମାତ୍ର ଝିଅକୁ ନଟ ସହିତ ବିବାହ ଦେଲା । ତା’ପରଠାରୁ ନଟର ପଶୁପକ୍ଷୀଙ୍କ ପ୍ରତି ସ୍ନେହ ...
Classics
ପୁଅ ମୋର କ୍ରିକେଟର
Trushna Das · 4 min read · 247 reads
ପୁଅ ମୋର କ୍ରିକେଟର
Abstract
ଟିପ୍
Nilamadhab Bhuyan · 5 min read · 194 reads
ଜଣକୁ ଦେଖି ସମସ୍ତେ ସେମିତି କରିଲେ । ପ୍ରକୃତରେ ସେ ଲେମ୍ବୁ ପାଣି କଣ ପାଇଁ ଦେଇଥିଲା । ତାହା ଆପଣ କୁହନ୍ତୁ ତାର କାରଣ କଣ ?
Comedy
Loading…
Next page →