by Samir Kumar Beura ✓ · 21 Jun 2019
କେରଳରେ ଯେତେବେଳେ ଭୟଙ୍କର ବନ୍ୟା ହେଲା ସେତେବେଳେ ମଧ୍ୟ ସେହିପରି ହେଲା କିନ୍ତୁ ଫରକ ଏତିକି ଥିଲା କି ଗାଢ ଅକ୍ଷରରେ ବିଶେଷ ଦ୍ରଷ୍ଟବ୍ୟ ଦିଆଯାଇଥିଲା ଯେ ଦାନ କରାଯାଉଥିବା ସମସ୍ତ ଲୁଗାପଟା ମଧ୍ୟ ନୂଆ ହେବ ଦରକାର | କେହିବି ପୁରୁଣା କପଡା ଦାନ ନ କରିବାକୁ ଅନୁରୋଧ ରହିଥିଲା |
Loading comments…
Loading comments…