Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଫନି
7 storys
ତରୁ କାନ୍ଦୁଛି
Satyabati Swain · 3 min read · 697 reads
ମୋ ବାପାକୁ ଲୋକେ ହାଣି ମାରିଦେଇଥିଲେ ବହୁତ ଆଗରୁ।ମୋ ବୋଉ ଆଉ ମୋ ଭାଇ ଭଉଣୀଙ୍କୁ ଫନି ବାଡେଇ ପିଟି ସମସ୍ତଙ୍କୁ ମାରିଦେଲା।ଆମ ସାଇ ପଡିଶା,ବନ୍ଧୁ ବାନ୍ଧବ,ମାମୁଁ ମାଇଁ କାହାକୁ ଛାଡି ନାହାନ୍ତି ନା ଲୋକେ ନା ଫନି।ଦୂର ଦୁରାନ୍ତ କୁଟୁମ୍ବ ମଧ୍ୟ ଏମାନଙ୍କ ହାବୁଡ଼ରୁ ନିସ୍ତାର ପାଇ ନାହାନ୍ତି।
Tragedy
ରେଜିଗନେସନ
Samir Kumar Beura · 3 min read · 316 reads
କେରଳରେ ଯେତେବେଳେ ଭୟଙ୍କର ବନ୍ୟା ହେଲା ସେତେବେଳେ ମଧ୍ୟ ସେହିପରି ହେଲା କିନ୍ତୁ ଫରକ ଏତିକି ଥିଲା କି ଗାଢ ଅକ୍ଷରରେ ବିଶେଷ ଦ୍ରଷ୍ଟବ୍ୟ ଦିଆଯାଇଥିଲା ଯେ ଦାନ କରାଯାଉଥିବା ସମସ୍ତ ଲୁଗାପଟା ମଧ୍ୟ ନୂଆ ହେବ ଦରକାର | କେହିବି ପୁରୁଣା କପଡା ଦାନ ନ କରିବାକୁ ଅନୁରୋଧ ରହିଥିଲା |
Inspirational
ବର୍ଷାର ଅନୁଭୂତି
Sukanti Hotta · 4 min read · 566 reads
ଫୋନି ବେଳେ ସିନା ଅସୁବିଧା ଥିଲା ଯେ ବୋହୂ ବାହାଘରର ସାତବର୍ଷ ପରେ ଘରକୁ ଆସିଲା,ଏବେ ତ ସହରରେ ସବୁ ସୁବିଧା ଅଛି ସେ କାହିଁକି ଗାଁ ରେ ରହିବ । ଫୋନି ସିନା ଧନ ସମ୍ପତ୍ତି ଘରଦ୍ୱାର ସହରକୁ ନଷ୍ଟ କରିଦେଲା କିନ୍ତୁ ଆମ ପରି ଗରୀବ ପରିବାର ମାନଙ୍କୁ ପୁଅ ବୋହୂ ନାତିନାତୁଣୀ ସହ ଭେଟ କରାଇଦେଲା ।
Drama
ଫନି
Akshayakumar Dash · 2 min read · 703 reads
ସରକାର ପ୍ରତେକ ଗ୍ରାମରେ ତୋଟା ଗଛ ଲଗାଇବାକୁ ବ୍ୟବସ୍ତା କରନ୍ତୁ । ନଚେତ ମଣିଷ ସମାଜ ଲୋପପାଇ ଯିବା ଅସମ୍ଭବ ନୁହେଁ ।
Inspirational
ଫନି
Writer Roja Panda · 2 min read · 400 reads
ଆରେ ଫନି କୌଣସି ଝିଅ ନୁହେଁ, କି ତାର ଆସିବା ଉପଲକ୍ଷେ କିଛି ଭୋଜିଭାତ ହେଉନି । ତା ଠାରୁ ବଞ୍ଚିବା ପାଇଁ ଏସବୁ ଆୟୋଜନ । ସେ ହେଉଛି ଏକ ମହାବାତ୍ୟା ।
Children Stories
ସେଦିନ ମୋ ଗାଁରେ ଗାଧୁଆ
Narayan chandra Senapati · 4 min read · 258 reads
ଗାଁ ନଳକୂପ ଏବେ ଖରାଦିନରେ ଖରାପ ହୋଇଯାଇଛି,ଲୋକେ ପ୍ରପାତ ପାଣି ଓ ଝରଣା ପାଣିରେ ସମସ୍ତ କାର୍ଯ୍ୟ କରୁଛନ୍ତି । ସମସ୍ତେ ଜାଣିଛନ୍ତି ସେମାନେ ଗାଁକୁ ଯାଇଛନ୍ତି, ହେଲେ କେହି ବି କିଛି କହୁନାହାନ୍ତି । କେମିତି କହିବେ ଯେ ଏମାନେ ଅଫିସର ଲୋକ । ବଡ ବଡ଼ିଆ,ବଡ଼ ନଜର ।
Inspirational
Loading…
Next page →