by Narayan chandra Senapati ✓ · 23 May 2019
ଗାଁ ନଳକୂପ ଏବେ ଖରାଦିନରେ ଖରାପ ହୋଇଯାଇଛି,ଲୋକେ ପ୍ରପାତ ପାଣି ଓ ଝରଣା ପାଣିରେ ସମସ୍ତ କାର୍ଯ୍ୟ କରୁଛନ୍ତି । ସମସ୍ତେ ଜାଣିଛନ୍ତି ସେମାନେ ଗାଁକୁ ଯାଇଛନ୍ତି, ହେଲେ କେହି ବି କିଛି କହୁନାହାନ୍ତି । କେମିତି କହିବେ ଯେ ଏମାନେ ଅଫିସର ଲୋକ । ବଡ ବଡ଼ିଆ,ବଡ଼ ନଜର ।
Loading comments…
Loading comments…