by Satyabati Swain ✓ · 1 Jun 2019
ମୋ ବାପାକୁ ଲୋକେ ହାଣି ମାରିଦେଇଥିଲେ ବହୁତ ଆଗରୁ।ମୋ ବୋଉ ଆଉ ମୋ ଭାଇ ଭଉଣୀଙ୍କୁ ଫନି ବାଡେଇ ପିଟି ସମସ୍ତଙ୍କୁ ମାରିଦେଲା।ଆମ ସାଇ ପଡିଶା,ବନ୍ଧୁ ବାନ୍ଧବ,ମାମୁଁ ମାଇଁ କାହାକୁ ଛାଡି ନାହାନ୍ତି ନା ଲୋକେ ନା ଫନି।ଦୂର ଦୁରାନ୍ତ କୁଟୁମ୍ବ ମଧ୍ୟ ଏମାନଙ୍କ ହାବୁଡ଼ରୁ ନିସ୍ତାର ପାଇ ନାହାନ୍ତି।
Loading comments…
Loading comments…