by Minakshi Samal ✓ · 25 Jun 2021
ଅତିଶୟ ଖୁସିରେ ଆଖିରୁ ଝରୁଥିବା ଲୁହ ସବୁ ବାଷ୍ପ ହୋଇ ଯାଉଥିଲା କୁନି ଝିଅଟିର । ତା'ରି ଖୁସିରେ ନିଜର ଖୁସିକୁ ସାଉଁଟିବାକୁ ଚେଷ୍ଟା କରୁଥିଲେ ସିପ୍ରା ।
Loading comments…
Loading comments…