by Suchismita Sahoo ✓ · 9 Jun 2021
ରାସାୟନିକ ରଙ୍ଗରେ ନ ଖେଳି ଅବିରରେ ଖେଳିବାକୁ ସମସ୍ତେ କୁହନ୍ତି, ରାସାୟନିକ ରଙ୍ଗଠୁ ଦୁରେଇ ରହିବାକୁ କୁହନ୍ତି, ହେଲେ ସ୍ଵାର୍ଥ ଅନୁସାରେ ରଙ୍ଗ ବଦଳୋଉଥିବା ମଣିଷ ତ ରସାୟନିକ ରଙ୍ଗଠୁ ଆହୁରି ବିପଦଜନକ।
Loading comments…
Loading comments…