by Prasanna Rana ✓ · 9 Mar 2022
ତୁମ କୈଶୋର ଜୀବନର ସବୁକଥା ମୋ ଦେହରେ ଗାରିଛ। ଭୁଲ୍ କରି ସଂଶୋଧନ କରିବାର ସୁଯୋଗ ଦିଏ ବୋଲି ଜାଣିଛ। କାରଣ ମୁଁ ରଫ୍ଖାତା। ତୁମର ପ୍ରଥମ ପ୍ରେମପତ୍ରକୁ ମୁଁ ଗୋପନେ ରଖିଛି ବୋଲି ମୁଁ ତୁମର ଅତି ପ୍ରିୟ !
Loading comments…
Loading comments…