by Satyabati Swain ✓ · 27 Sept 2021
ଏଇ ଲାଜୁଆ ହସ ଭିତରେ ଯେଉଁ ପ୍ରେମର ନିମନ୍ତ୍ରଣ ଓ ଆହ୍ୱାନ ଥାଏ, ପୁରୁଷ ଟାଣି ହୋଇଯାଏ ଆପେ ଆପେ । ରୋମାଣ୍ଟିକ ହୋଇଯାଏ ଦେହ ମନ ଆତ୍ମା ଓ ଜୀବନ ।
Loading comments…
Loading comments…