Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଡାଇରୀ
6 storys
ସ୍ମୃତି ସେପାରିରେ
ପ୍ରିୟଦର୍ଶିନୀ ମହାନ୍ତି · 3 min read · 440 reads
ଡାକ୍ତରଖାନାରେ ସ୍ମୃତି ଶେଷ ମୁହୂର୍ତ୍ତରେ ସୁରେଶ ହାତରେ ସେଇ ଡାଇରୀଟି ଦେଇ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲା।ଖୁବ ଭାଙ୍ଗିପଡିଥିଲା ସୁରେଶ କିନ୍ତୁ ଝିଅ ସ୍ମିତା ପାଇଁ ତାକୁ ବାପା ମାଆ ଉଭୟ ହେବାକୁ ପଡିଲା।
Romance
ଆସ୍ଥା
Pramod Kumar Jena · 9 min read · 7.2K reads
ଲୋକାଲ୍ ଟ୍ରେନ୍ l ପୁଣି ଲାଷ୍ଟ୍ ଲୋକାଲ୍ l ଅଫିସ୍ ଫେରିବା ଠାରୁ ଆରମ୍ଭ କରି ହାଟ ଫେରନ୍ତା ସମସ୍ତଙ୍କର ଭିଡ,କେମିତି ଗୋଟେ ସିଟ୍ ମିଳିଯାଆନ୍ତା କି!
Tragedy
ଅନନ୍ୟା
Nityananda Nandi · 5 min read · 179 reads
ବାପାଙ୍କ ପୁରୁଣା ଡାଇରୀ ଭିତରୁ କିଛି ସ୍ମୃତିକୁ ସାଉଣ୍ଟୁ ସାଉଣ୍ଟୁ ହଠାତ୍ ଆଖି ପଡ଼ିଲା ଗୋଟାଏ ପରିତ୍ୟକ୍ତ ପୃଷ୍ଠା ଉପରେ । କିଛି ଗୋଟାଏ ରହସ୍ୟର ଉନ୍ମୋଚନ ହୋଇଛି ବୋଧହୁଏ !! ସେତେବେଳଠୁ ଭାରି ଅନ୍ୟମନସ୍କ ଲାଗୁଛନ୍ତି ଅନନ୍ୟା।
Inspirational
ଭୟଙ୍କର ବ୍ୟାଧି
Debaki Behera · 5 min read · 252 reads
ସନ୍ଦେହ ମଣିଷ ମନରେ ଥିବା ଏକ ଭୟଙ୍କର ବ୍ୟାଧି l ଯାହାକୁ କୌଣସି ଔଷଧ ଦ୍ୱାରା ଭଲ କରିହେବ ନାହିଁ l
Abstract
ଡାଇରୀର ଶେଷ ପୃଷ୍ଠା
Satyabati Swain · 4 min read · 173 reads
ହିସାବ କରୁ ନାହିଁ କଣ କଣ ହଜେଇଛି । ଭାବୁଛି କଣ କଣ କରିବି । ପ୍ରଥମେ ନିଜେ ବଦଳିବି ସମୟ ସହ ଖାପ ଖୁଆଇ । ଭାଇରସ ଭୟରେ କୁଙ୍କୁଡ଼ି କାଙ୍କୁଡ଼ି ହୋଇ ଆଶଙ୍କାରେ ଭରିବି ନାହିଁ ମୋ ଜୀବନ ଚର୍ଚ୍ଚା ।
Inspirational
ଋତୁର ଡାଇରୀ
Satyabati Swain · 14 min read · 253 reads
ଏଇ ଲାଜୁଆ ହସ ଭିତରେ ଯେଉଁ ପ୍ରେମର ନିମନ୍ତ୍ରଣ ଓ ଆହ୍ୱାନ ଥାଏ, ପୁରୁଷ ଟାଣି ହୋଇଯାଏ ଆପେ ଆପେ । ରୋମାଣ୍ଟିକ ହୋଇଯାଏ ଦେହ ମନ ଆତ୍ମା ଓ ଜୀବନ ।
Tragedy