by ପ୍ରିୟଦର୍ଶିନୀ ମହାନ୍ତି ✓ · 13 Dec 2019
ଡାକ୍ତରଖାନାରେ ସ୍ମୃତି ଶେଷ ମୁହୂର୍ତ୍ତରେ ସୁରେଶ ହାତରେ ସେଇ ଡାଇରୀଟି ଦେଇ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲା।ଖୁବ ଭାଙ୍ଗିପଡିଥିଲା ସୁରେଶ କିନ୍ତୁ ଝିଅ ସ୍ମିତା ପାଇଁ ତାକୁ ବାପା ମାଆ ଉଭୟ ହେବାକୁ ପଡିଲା।
Loading comments…
Loading comments…