by Pramod Kumar Jena ✓ · 7 Feb 2020
ଏଇଟା ଯେମିତି ଗୋଟିଏ ସୁନ୍ଦର ଉଦ୍ୟାନ l ନାନା ପ୍ରକାର ଫଳ ଗଛ ବି ଅଛି, ଫୁଲ ଗଛ ବି ଅଛି l ସମସ୍ତେ ମିଶି ଉଦ୍ୟାନଟିକୁ ବେଶ୍ ରମଣୀୟ କରିଛନ୍ତି l ଖାଇବା ବେଳକୁ ନାନା ପ୍ରକାର ଖାଦ୍ୟର ବାସ୍ନା ସମସ୍ତଙ୍କ ଭୋକକୁ ଦ୍ୱିଗୁଣିତ କରିଦେଲା l
Loading comments…
Comments
Loading comments…