by Barsha rani Nanda ✓ · 23 May 2021
ଏଇଟା ସ୍ତ୍ରୀ ଲୋକଙ୍କ ପାଇଁ ଉଦ୍ଦିଷ୍ଟ । ସ୍ୱାମୀ ମାନେ ପଢ଼ିଲେ ବି କିଛି ଅସୁବିଧା ନାହିଁ । ଦୟାକରି ନିଜ ରିସ୍କରେ ଝଗଡ଼ା କରନ୍ତୁ । ଝଗଡ଼ା ଟିକେ କମ୍ କରନ୍ତୁ ଆଉ ମୁହଁ ଫୁଲେଇ ଟିକେ ଅଧିକ ଦିନ ରୁହନ୍ତୁ ତାହେଲେ ହିଁ ଫାଇଦା ।
Loading comments…
Loading comments…