by Madhabi Patel ✓ · 8 Jan 2021
ପିଲାଏ ଭଲ ପଢିଲେ ବଡ ଚାକିରି କରିବେ ଘରେ ଆଉ ଅଭାବ ରହିବନି।ସେ ଯେମିତି ଏତେ କଷ୍ଟ କରୁଛନ୍ତି ପିଲାଙ୍କୁ ସେମିତି କରିବାକୁ ପଡିବନି।ସେମାନେ ଏସି କୋଠରୀରେ ବସି କାମ କରିବେ।
Loading comments…
Loading comments…