by Narayan chandra Senapati ✓ · 31 May 2019
ଦୀର୍ଘଶ୍ଵାସଟାଏ ପକାଇ ଆଖିରୁ ଝରୁଥିବା ଲୁହକୁ ନିଜ ଓଢଣୀରେ ପୋଛି ନିଜକୁ ସାନ୍ତ୍ୱନା ଦେଲା ସେ। ଆଜି ତା ପାଇଁ ସବୁ ଅତୀତ,ସବୁ ଅତୀତ ବି ଶୁନ୍ୟ,ବର୍ତ୍ତମାନ ବି ଶୁନ୍ୟ ଆଉ ଭବିଷ୍ୟତ ବି ହେବ ଶୁନ୍ୟ। ଯାହାର ମୂଲ୍ୟ ଅଦୃଶ୍ୟ,କିନ୍ତୁ ନିରର୍ଥକ।
Loading comments…
Loading comments…