Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଅମ୍ଳାନ
4 storys
ସ୍ୱପ୍ନଟିଏ
Narayan chandra Senapati · 5 min read · 955 reads
ଦୀର୍ଘଶ୍ଵାସଟାଏ ପକାଇ ଆଖିରୁ ଝରୁଥିବା ଲୁହକୁ ନିଜ ଓଢଣୀରେ ପୋଛି ନିଜକୁ ସାନ୍ତ୍ୱନା ଦେଲା ସେ। ଆଜି ତା ପାଇଁ ସବୁ ଅତୀତ,ସବୁ ଅତୀତ ବି ଶୁନ୍ୟ,ବର୍ତ୍ତମାନ ବି ଶୁନ୍ୟ ଆଉ ଭବିଷ୍ୟତ ବି ହେବ ଶୁନ୍ୟ। ଯାହାର ମୂଲ୍ୟ ଅଦୃଶ୍ୟ,କିନ୍ତୁ ନିରର୍ଥକ।
Tragedy
ସ୍ବପ୍ନ ରାଇଜରେ ଦିନେ
Satyabati Swain · 3 min read · 578 reads
ଜାଣନ୍ତି !ସେଠିକାର ଲୋକେ ଝିଅଟିଏ ଜନ୍ମ କରିବାକୁ ବାର ଓଷା ବ୍ରତ ପାଳନ କରନ୍ତି। ଝିଅ ସେମାନଙ୍କ ସୌଭାଗ୍ୟର ପ୍ରତୀକ ବୋଲି ବୁଝନ୍ତି। ଯାହାର ଯେତେ ଅଧିକ ଝିଅ ସେତେ ସେ ଭାଗ୍ୟବାନ ବୋଲି ଗଣା ଯାଏ। ଅନ୍ୟମାନେ ତାକୁ ଲକ୍ଷ୍ମୀଙ୍କ ବର ପୁତ୍ର ବୋଲି ଆଦର ସମ୍ମାନ କରନ୍ତି।
Others
ଦୂରତା
Banasmita Panda · 1 min read · 207 reads
ଉଭୟ ସ୍ତ୍ରୀ ଲୋକଙ୍କ କଳିରେ ଦୁଇ ଭାଇ ଖୁବ୍ ମର୍ମାହତ ଥିଲେ l ସେଥିପାଇଁ ଅମ୍ଲାନ ବାବୁ ଅଲଗା ଘର ଗୋଟେ କିଣି ରବି ଏବଂ ପ୍ରିୟାକୁ ସ୍ଥାନାନ୍ତରିତ ହୋଇଯିବାକୁ କହିଲେ l
Tragedy
ଚିଠିପତ୍ର
Madhabi Patel · 4 min read · 306 reads
ଚିଠିପତ୍ର
Tragedy