by Satyabati Swain ✓ · 5 Jun 2019
ଜାଣନ୍ତି !ସେଠିକାର ଲୋକେ ଝିଅଟିଏ ଜନ୍ମ କରିବାକୁ ବାର ଓଷା ବ୍ରତ ପାଳନ କରନ୍ତି। ଝିଅ ସେମାନଙ୍କ ସୌଭାଗ୍ୟର ପ୍ରତୀକ ବୋଲି ବୁଝନ୍ତି। ଯାହାର ଯେତେ ଅଧିକ ଝିଅ ସେତେ ସେ ଭାଗ୍ୟବାନ ବୋଲି ଗଣା ଯାଏ। ଅନ୍ୟମାନେ ତାକୁ ଲକ୍ଷ୍ମୀଙ୍କ ବର ପୁତ୍ର ବୋଲି ଆଦର ସମ୍ମାନ କରନ୍ତି।
Loading comments…
Loading comments…