by Niranjan Sahu ✓ · 25 Aug 2020
ମୋ ବାପା ମାଆ ତାଙ୍କ ପ୍ରତି ବହୁତ ଅତ୍ୟାଚାର କରୁଛନ୍ତି l ଭଲରେ କଥା ହେଉ ନାହାନ୍ତି l ଭଲରେ ମୁଠାଏ ଖାଇବାକୁ ଦେଉ ନାହାନ୍ତି l ବାପା ଅଫିସକୁ ଚାଲିଗଲା ପରେ ମୋ ମାଆ ଜେଜେ ମାଆଙ୍କୁ ନାତ ମାରିବାର ବହୁବାର ମୁଁ ଦେଖିଛି .
Loading comments…
Loading comments…