by ବି. ନିରୁପମା ✓ · 3 Nov 2021
ବୋହୂମାନେ ବିନା କାରଣରେ ଅନ୍ୟକୁ ଈର୍ଷା କରିବାର ଫଳ ପାଇଲେ। ସାନବୋହୂ ନିଜ ଉପସ୍ଥିତ ବୁଦ୍ଧି ଯୋଗୁ ରକ୍ଷା ପାଇଲା । ହେଲେ, ଛୋଟ ମିଛ କଥା ପଦଟିଏ କହିବାରୁ ସିନା ସେ ଏ ଭୟଙ୍କର ବିପଦକୁ ବରଣ କରିଥିଲା!
Loading comments…
Comments
Loading comments…