by Rajib Gopal Swain ✓ · 17 Jul 2019
ସତରେ ସାରିଯାଇଛି ଔଷଧ । ଖାଇବାକୁ ଭୁଲିଯାଇନି । ମନେ ଅଛି । ହେଲେ ସତ ହେଉଛି ପଇସା ନଥିଲା ବୋଲି ଆଣିପାରିନି । ପଡିଶା ଘର ବାବୁକୁ କହିଥିଲି ମାସକ ପାଇଁ ନେଇ ଆସିବେ ହେଲେ ବାବୁ ବୋଧେ ଭୁଲିଯାଇଛନ୍ତି । ପ୍ରତିଥର ସେ'ହିଁ ଆଣିଥାନ୍ତି ଏଥର କିନ୍ତୁ ହାତରେ ଔଷଧ ନଥିଲା ।
Loading comments…
Comments
Loading comments…