StoryMirror - Read, Write, Share & Repeat- ସାମଲ ବୁଢ଼ୀRajib Gopal Swain · 6 min read · 367 readsସତରେ ସାରିଯାଇଛି ଔଷଧ । ଖାଇବାକୁ ଭୁଲିଯାଇନି । ମନେ ଅଛି । ହେଲେ ସତ ହେଉଛି ପଇସା ନଥିଲା ବୋଲି ଆଣିପାରିନି । ପଡିଶା ଘର ବାବୁକୁ କହିଥିଲି ମାସକ ପାଇଁ ନେଇ ଆସିବେ ହେଲେ ବାବୁ ବୋଧେ ଭୁଲିଯାଇଛନ୍ତି । ପ୍ରତିଥର ସେ'ହିଁ ଆଣିଥାନ୍ତି ଏଥର କିନ୍ତୁ ହାତରେ ଔଷଧ ନଥିଲା ।Tragedy
- ଡିବିରିBinapani Pradhan · 3 min read · 394 readsଆଲୋକ କହିଲେ ସୂର୍ଯ୍ୟକୁ ସମସ୍ତେ ବୁଝନ୍ତି ,ଡିବିରର ମହତ୍ତ୍ବ କେବଳ ଅନ୍ଧାରରେ ପହଁରୁଥିବା ଲୋକକୁ ସିନା ଜଣା ପଡେ ,ସୂର୍ଯ୍ୟ ପାଖରେ କଣ ତାର ମୂଲ୍ୟ କଷା ଯାଇପାରେ!!ଏମିତି ଡିବିରିରୁ ତେଲ ସରେ ,କୋଣରେ ପଡିରହେ ,ନୂଆ ଲ୍ୟାମ୍ପ ଆସିଲେ ତା କଳା କୁ କିଏ ଘସି ସଫା କରେ ,ସେ ସେମିତି କୋଣ ମୁଣ୍ଦରେ ପଡିରହେ ,ନିହାତି ଅଦରକାରୀ ପରି,ମସିହା ମନରେ ,ମସିହା ଦେହରେ ,କେବଳ ଜୀବନସାରାର ବୁନ୍ଦେ ଲୁହକୁ ଆଖିରେ ମାରି ।Inspirational
- ହାପି ଏଣ୍ଡିଙ୍ଗ୍Subrat Kumar Muduli · 1 min read · 7.3K readsବୁଢା ବୁଢୀ ପାଇଁ ପାଟ ଶାଢୀଟିଏ ଆଣି ଦେଲାରୁ ବୁଢୀ ବୁଢାକୁ ପ୍ରଶ୍ନକଲା ...ହଇଓ ବୁଢା ଦିନେ ଆଜି ତମର ଏତେ ପ୍ରେମ ଉଛୁଳୁଛି କାହିଁକି ?
ବୁଢା କହିଲା ମୁଁ ତମକୁ ପ୍ରେମକରି ବାହା ହୋଇ ନଥିଲି ତ ସେଇଥି ପାଇଁ ।
ବୁଢୀ ବୁଝି ପାରିଲାନି ବୁଢା ବୁଝେଇ ଦେଲା .... ତମେ ତ କଲେଜ ମାଟି ମାଡିନ କେମିତି ବୁଝିବ ପ୍ରେମ କାହାଣୀରେ ହାପି ଏଣ୍ଡିଙ୍ଗ ନଥାଏ ବୋଲି ।
ବୁଢୀ କହିଲା.....ତା’ ମାନେ ତମେ କ’ଣ ମତେ ଭଲ ପାଅନି
ଉତ୍ତରରେ ବୁଢା କହିଲା....ହଁ ପାଏ ଯେ ପ୍ରେମିକ ଭଳି ନୁହେଁ ସ୍ଵାମୀ ଭଳି ଦେଖୁନ ଆର ସାହି ଗୋପ ଆଉ ଗୋଲାପ ପ୍ରେମ କରି ବାହା ହୋଇଥିଲେ ଏବେ କେମିତି ତାଙ୍କର ରୋଅଜ ଠିଆପାଲା ଚାଲିଛି । ହେଇଟି ଅନେଇଲ ବୟସର ଶେଷ ଦୃଶ୍ୟ ଗୁଡିକ ରେ ବି ଆମର ଏ ଭଲ ପାଇବା କେବଳ ଲୋକ ଦେଖାଣିଆ ଭଲ ପାଇବା ପାଇଁ ନୁହେଁ କାରଣ ଆମେ ପ୍ରେମୀ ନୋହୁଁ ସ୍ଵାମୀ ସ୍ତ୍ରୀ ।
ବୁଢୀ ବୁଝି ପାରୁନଥିଲା ବୁଢା ବୁଢୀକୁ ଆଲିଙ୍ଗନ କଲାରୁ ବୁଢୀ ଛିଟିକି ଯାଉଥିଲା ତଥାପି ବୁଢା ଛାଡୁନଥିଲା ଜୋର ଜବର ବୁଢୀକୁ କୁଣ୍ଢେଇ ବୁଢୀ କାନରେ କହୁଥିଲା ଏଇଟା ହିଁ ଆମ ପବିତ୍ର ବନ୍ଧନର ହାପି ଏଣ୍ଡିଙ୍ଗ । ବୁଢା ହସୁଥିଲା ଆଉ ବୁଢୀ ବି ହସୁଥିଲା ଠିକ ବୁଢାର କାନ ପାଖରେ ।Others
- ଜହ୍ନରେ ଠେକୁଆଓଡିଆ ଶିଶୁ ଗପ · 2 min read · 7.5K readsମୁଁ ପ୍ରକୃତରେ ବୁଢୀ ମାଉସୀ ନୁହେଁ, ସ୍ୱର୍ଗର ପରୀ । ଆସ ତୁମକୁ ମୁଁ ସ୍ୱର୍ଗକୁ ନେଇଯିବି ।Children
- ଜହ୍ନମାମୁଁ -184ଓଡ଼ିଆ ଗଳ୍ପ ଓ କବିତା - ୧ · 2 min read · 7.6K readsଏ ନଗରୀକୁ ବ୍ୟବସାୟ କରିବାକୁ ସେ ତାଙ୍କ ଜୀବନରେ ଆଉ କେବେବି ହେଲେ ଆସିବେ ନାହିଁ । ସେ ଯେତିକି ପାଇଲେ ସେତକ ନେଇ ସେ ଖୁସିରେ ଖୁସିରେ.....Children
- ଜହ୍ନମାମୁଁ -198ଓଡ଼ିଆ ଗଳ୍ପ ଓ କବିତା - ୧ · 2 min read · 7.4K readsନିମନ୍ ତ ତା’ ଜୀବନରେ ଏପରି କଥା ଆଦୌ କଦାପି ମଧ୍ୟ ଶୁଣି ନଥିଲା । ଏଣୁ ସେ ବୁଢୀ କଥା ତାକୁ ବଡ ବାଧିଲା ।Children
Loading…