by Bibhu Samanta ✓ · 2 Aug 2021
ମୁଁ ଦେଖୁଥିଲି ବାର୍ଦ୍ଧକ୍ୟ ଉପନୀତ ବୟସରେ ବି ତାଙ୍କ ଆଖି ଚମକକୁ । ଖୁବ ସତେଜ, ପ୍ରାଣବନ୍ତ ଆଉ ପ୍ରଫୁଲ୍ଲ । ଜୀବନର ପରିପୂର୍ଣ୍ଣତା ଆସିଗଲେ ବୋଧେ ଏଇ ପରିତୃପ୍ତି ଆସେ । ସେ କେମିତି ଜାଣି ପାରିଲେ ମୋତେ ଶୋଷ ହେଉଛି ବୋଲି?
Loading comments…
Loading comments…