English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
✦
storymirror
120
Loading…
Home
Explore
+10
Rewards
Library
Me
StoryMirror - Read, Write, Share & Repeat
#ପ୍ରଫୁଲ୍ଲ
6 storys
ପାଗଳୀ
Manash ranjan Pattanayak · 7 min read · 607 reads
ଡାକ୍ତର ଆସିଲେ। ଦେଖନ୍ତୁ ସାର୍ ପାଗଳୀ ଯିବାକୁ ଉଦ୍ୟତ ହେଉଛି। ତାକୁ ଇଂଜେକ୍ସନ ଫୋଡିଲେ।
Inspirational
ଭଙ୍ଗା ହାଣ୍ଡି
ଭଙ୍ଗା ହାଣ୍ଡି
Purusottam Mishra · 7 min read · 611 reads
ପ୍ରଫୁଲ୍ଲ ଚାହିଁଥିଲେ ବହୁ ଆଗରୁ ନିଜ ଦୂରଦିନର ଅବ୍ୟକ୍ତ କାହାଣୀ କହି ନିଜର ଅତି ଆପଣାର ଭାଇକୁ ତା ତ୍ୟାଗ ର ପ୍ରତିଦାନ ସ୍ୱରୂପ ଅଳ୍ପ କିଛି ଅର୍ଥ ମାଗିପାରିଥାନ୍ତା l ସାହାଯ୍ୟ, ସହାନୁଭୂତି ପାଇବା ପାଇଁ ମଦନ ଆଡକୁ ନିଜ ଦୁଇହାତ ହାତ ପ୍ରସାରିତ କରିପାରିଥାନ୍ତା ଓ ଶେଷ ସମୟରେ ନିଜ ଦୁସ୍ଥ ପରିବାର ପାଇଁ ଅଳ୍ପ କିଛି ଧନ ପାଇବାର ଆଶା ପୋଷଣ କରିପାରିଥାନ୍ତା ଯେଉଁ ଧନ ଆଉ କିଛି ଦିନ ତା ଭୋକିଲା ପେଟକୁ ପଖାଳ କଂସା ଯୋଗେଇ ଦେବାରେ ହୁଏତ ସହାୟ ହେଇଥାନ୍ତା l କିନ୍ତୁ ସେ ଧନ ମାଗିନି କେବେ, ମାଗିଛି କେବଳ ତା ଭାଇର ଦର୍ଶନ l
Others
ଚାକିରି
KRUTIBAS NAYAK · 5 min read · 175 reads
ଗୋଟାଏ ସୂତା ବଣ୍ଡଲ ଅଡୁଆ ହେଇଯାଇଥିଲା ତାକୁ ବସି ଖୋଲିବାକୁ କହିଲି | ଅନିଚ୍ଛା ସତ୍ଵେ ପ୍ରଫୁଲ୍ଲ ସେ ଦୁଇଟି କାମ କରିଥିଲା |
Inspirational
ଭିଜା ମାଟିର ବାସ୍ନା
Kumar Mrutyunjay · 2 min read · 255 reads
ଭିଜା ମାଟିର ବାସ୍ନା
Drama
ଦଶ ଅଣୁଗଳ୍ପ
Madhu mita · 2 min read · 165 reads
ଏ ଟିଉସନ ଏମିତି ଚାଲିଥାଉ।ଏ ବାହାନାରେ ଭଲ ଦୁଇ ପଇସା ରୋଜଗାର ହେଉଛି କମଳା ମାଉସୀର।
Abstract
ସୌଦାମିନୀ ସାଥେ ଦିନଟିଏ
Bibhu Samanta · 7 min read · 207 reads
ମୁଁ ଦେଖୁଥିଲି ବାର୍ଦ୍ଧକ୍ୟ ଉପନୀତ ବୟସରେ ବି ତାଙ୍କ ଆଖି ଚମକକୁ । ଖୁବ ସତେଜ, ପ୍ରାଣବନ୍ତ ଆଉ ପ୍ରଫୁଲ୍ଲ । ଜୀବନର ପରିପୂର୍ଣ୍ଣତା ଆସିଗଲେ ବୋଧେ ଏଇ ପରିତୃପ୍ତି ଆସେ । ସେ କେମିତି ଜାଣି ପାରିଲେ ମୋତେ ଶୋଷ ହେଉଛି ବୋଲି?
Others