by Satyabati Swain ✓ · 27 May 2019
ଗୋଟିଏ କମ୍ପାନୀରେ ଯୋଗ ଦେଲି ରୋଜଗାର କରିବା ଆଶାରେ।ଆଉ ମୋ ପ୍ରଥମ ପ୍ରେମ ଖେଳ ଓ ପ୍ରଥମ ପ୍ରେମିକା ଫୁଟବଲ୍ କୁ କିନ୍ତୁ ଛାଡି ପାରିଲି ନାହିଁ।ଗୋଟିଏ ହାତରେ ତାକୁ କାଖେଇଲି ଓ ଅନ୍ୟ ହାତରେ ଧରିଲି ଅଫିସ୍ ବ୍ରିଫ କେସ୍ କାଗଜ ପତ୍ର।
Loading comments…
Loading comments…