by janmajaya nayak ✓ · 2 Jan 2022
ଶାମୁକାର ଗର୍ଭରେ ଲୁକ୍କାୟିତ ମୋତି ଥିଲାପରି ତାର ଅନ୍ତରରେ ମଧ୍ୟ ଅନେକ ଅକୁହା କଥା ସାଇତି ରଖିଥିଲା ସେ। ନିୟତିର ବିଧାନ ବଡ ବିଚିତ୍ର। ଅସରନ୍ତି ଦୁଃଖର ସାଗରେ ସେ ବାହିଚାଲିଛି ଜୀବନ ନଉକା।
Loading comments…
Loading comments…