by Bharatabandhu Biswal ✓ · 8 Apr 2021
ଧନ, ମୁଁ ସବୁବେଳେ ତୋର ପାଖେ ପାଖେ ହିଁ ଅଛି,ତୁ ମୋତେ ଯେଉଁଠି ଯେତେବେଳେ ଡାକିବୁ ମୁଁ ନିଶ୍ଚୟ ଓ ବୋଲି କହି ଜବାବ ଦେବି । ତୋ ଶ୍ରମ ଝାଳକୁ ମୋ ପଣତକାନିରେ ପୋଛିଦେବି ।ତୋ ଦୁଃଖ କଷ୍ଟକୁ ନିଶ୍ଚୟ ନିବାରଣ କରିବି ।
Loading comments…
Loading comments…