by Swagatika Mishra ✓ · 9 Jan 2019
ରକ୍ତରୁ କାଳେ ସମ୍ପର୍କ ତିଆରି ହୁଏ ହେଲେ ଏଇ ସମ୍ପର୍କ ବି କେବେ କେବେ ରକ୍ତ ହେଇ ବୋହି ପାରେ ଛାତିରେ, ଲୁହ ହେଇ ନିଗିଡି ପାରେ ଆଖିରୁ
Loading comments…
Loading comments…