by ଶ୍ରୀମାନି ପ୍ରିୟଦର୍ଶିନୀ ଦାସ ✓ · 18 Aug 2020
ତୁମେ ଯେବେ ବାହାଘର କଥା ଉଠାଅ ମୁଁ ଚୁପ୍ ରୁହେ କାରଣ ମୁଁ ତୁମକୁ ଭଲ ପାଉନଥିଲି ବିଭୁ, ଭଲ ପାଉଥିଲି ତୁମର ଧନ ସମ୍ପତ୍ତି କୁ..! ସେଇ ଲୋଭ ରେ ତୁମ ସହ ପ୍ରତାରଣା କରୁଥିଲି ବିଭୁ ।
Loading comments…
Loading comments…