Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ବିଭୁ
7 storys
ଫେରା ବସନ୍ତ
Soumya Shubhadarshinee · 7 min read · 3.1K reads
ରୋଗୀକୁ ଜୀବନ ଦାନ ଦେଉଥିବା ଡାକ୍ତର ନିଜେ ଯେବେ ରୋଗୀ ସାଜେ ସେ ଯନ୍ତ୍ରଣା ବର୍ଣ୍ଣନା କରିବା କଷ୍ଟକର।
Drama
ସ୍ମୃତି ଚିଠି
Srimani Priyadarsini · 5 min read · 17 reads
ତୁମେ ଯେବେ ବାହାଘର କଥା ଉଠାଅ ମୁଁ ଚୁପ୍ ରୁହେ କାରଣ ମୁଁ ତୁମକୁ ଭଲ ପାଉନଥିଲି ବିଭୁ, ଭଲ ପାଉଥିଲି ତୁମର ଧନ ସମ୍ପତ୍ତି କୁ..! ସେଇ ଲୋଭ ରେ ତୁମ ସହ ପ୍ରତାରଣା କରୁଥିଲି ବିଭୁ ।
Others
କାଗଜ ଡଙ୍ଗା
Rajabala Tripathy · 4 min read · 335 reads
ହସୁ ହସୁ ଅଟକି ଗଲା ଲୋରୀ । ସତେକି କଣ୍ଟାଟେ ଛାତି ଭିତରେ ଫୋଡି ହେଇଗଲା। ଛାତି ଭିତରେ ଶୋଇ ରହିଥିବା ସ୍ମୃତି ସବୁ ହଠାତ ଜାଗ୍ରତ ହୋଇ ଜଳିବା ଆରମ୍ଭ କରିଦେଇଥିଲେ। କଣ ଉତ୍ତର ଦେବ କିଛି ବୁଝିପାରିଲା ନି ସେ। କେଜାଣି ସେ କଣ ଚାହେଁ ନିଜେ ବି ଜାଣେନା । ଗ୍ଲାସରେ ଥିବା ବାକି କୋଲଡ଼ ଡ୍ରିଙ୍କ ତକ ଗୋଟେ ନିଶ୍ୱାସରେ ଢ଼ୋକି ଲୁହରେ ଢଳ ଢଳ ହେଉଥିବା ଆଖିକୁ ଲୁଚେଇବା ପାଇଁ ଥରେ ବି ବିଭୁକୁ ନ ଦେଖି ସିଧା ଉଠି ପଡି ହଲରୁ ବାହାରି ଆସିଲା ଲୋରୀ।
Others
ଅଜାଗା ଘା'
Arabinda Acharya · 9 min read · 7.5K reads
ବିଭୁ ଭାବୁଥିଲା , ଭଗବାନ କେମିତି ଗଢିଛନ୍ତି ଏ ସଂସାର | ଏତେ ଜୀବଙ୍କୁ ସୃଷ୍ଟି କରିଛନ୍ତି , ତାଙ୍କ ଭିତରେ ପୁଣି ସମ୍ପର୍କର ହାଲକା ରଙ୍ଗ ଭରିଛନ୍ତି |
Drama
ବନ୍ଧନ
Satyabati Swain · 4 min read · 220 reads
ସୁମି , ଧନ,ସୁନା,ରାଣୀ,କଣ୍ଢେଇ ପରି ଶବ୍ଦ ଯାହା ତା ମା ତାକୁ କହି ଗେହ୍ଲା କରେ ଶୁଣି ଆହୁରି ଭୋ ଭୋ ହୋଇ କାନ୍ଦି ଉଠିଲା ଓ ଶ୍ରଦ୍ଧା ଦେବୀଙ୍କୁ ଜୋରେ ଚାପି ଧରି କହିଲା ମୋତେ ଭାରି ଡର ଲାଗୁଛି ମା।
Others
ବିଭୁ-ନୀତା
Pratibha Priyadarshini · 7 min read · 14.4K reads
ପ୍ରେମ, ସେ ଯେ ଦେହାତୀତ ଶାଶ୍ୱତ ସମ୍ପର୍କ
Romance
Loading…
Next page →