by Sachidananda Kar ✓ · 12 Jun 2022
ହଠାତ୍ ଦିନେ ତାକୁ ଆଉ ଜଣକ ସହିତ ଦେଖିଲି।ସେ ଆଉ ମୋର ହୋଇ ନ ଥିଲା।ମୁଁ ଥକିପଡ଼ିଲି।ଝୁଣ୍ଟିପଡ଼ିଲି।ଭଙ୍ଗା ମନ।ଭଙ୍ଗା ଦେହ।ମୋର ମନେହେଲା ଯେମିତି ଦଲକାଏ ଝାଞ୍ଜି ମୋ ଆଶାକୁ ପୋଡ଼ି ଜାଳି ପାଉଁଶ କରିଦେଇଛି। ଏ ଘଟଣାର ଦିନ କେତେଟା
Loading comments…
Comments
Loading comments…