by Laxman Kumar Behera ✓ · 8 Oct 2019
ଯେବେ ମୁଁ ଅମ୍ଳାନ ବୋଲି ପରିଚୟ ଦେଲି ସେବେ ଦେବସ୍ମିତା ଚିଠିଟିକୁ ଖୋଲି ଦେଖିଲା । ଆଖିରୁ ଅଶ୍ରୁ ଝରାଇ ମୋତେ ହସି ହସି ଆଲିଙ୍ଗନ କରି କହିଲା ସତରେ ତୁମେ ଭାରି ଦୁଷ୍ଟ ହେଇ ଯାଇଛ ଅମ୍ଳାନ୍ ।
Loading comments…
Loading comments…