by कार्त्तिक सेठी ✓ · 9 Jan 2019
ଅନେକ ଦିନ ରୁ ଶୁଖିଯାଇଥିବା ଅଶ୍ରୁ ଆଜି ଅନବରତ ବହି ଚାଲିଥିଲା ଭରା ସରଜୁ ନଦୀ ଟିଏ ହେବାକୁ ।ସଂପର୍କର ଭଙ୍ଗା ସେତୁ ଟିଏ ପାଲଟି ଯାଇଥିଲା ସିଏ ।
Loading comments…
Loading comments…