Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଭାରିଜା
3 storys
ଗରିବି
Parameswar Ojha · 2 min read · 487 reads
ଆଜିବି ରଘୁଆ ଘର ଛପର ଉଡି ଯାଉଥିବା ଚାଉଳକୁ ଚାହେଁ ଆଉ ଆଖି ଭିଜେଇ ଭାବୁଥାଏ । ତା ଝିଅଟାକୁ କେହି ନେଇ ଯାଆନ୍ତା କି, ସେ ରାଜିରୁଜାରେ କାହା ସହ ପଳେଇ ଯାଆନ୍ତା କି କୁଆଡେ । କିଛି ଏମିତି ଚମତ୍କାର ହୁଅନ୍ତାନି ରାତି ପାହିଲା ବେଳକୁ, ଭାରିଜା ବେମାର ଠିକ୍ ହୋଇ ଯାଆନ୍ତା । ଝିଅ ତା ଗେରସ୍ତ ସହ ଆସି ମୁଣ୍ଡ ତଳକୁ କରି ଛିଡା ହୋଇ କୁହନ୍ତାନି -- " ବାପା ମୋତେ କ୍ଷମା କରିଦିଅ, ମୋର ଭୁଲ୍ ହୋଇ ଯାଇଛି ।"
Abstract
ଝରା ଫୁଲର ମହକ
pratap nayak · 5 min read · 7.7K reads
ପୁଅବୋହୁ କଥାହେଲେ ଆରଘରେ । ଶେଷ ଠିକଣା ଯଦି ଅନାଥାଶ୍ରମ ଯଦି ଜରାଶ୍ରମ ଯିଏ ଅଟକେଇବା ଲୋକ ସିଏ ତ ନାହିଁ ତେବେ ବୁଝାମଣାର ଆଉ ଏକ ଫର୍ଦ ଯୋଡିନେଲା....
Others
ସଂପର୍କର ଭଙ୍ଗା ସେତୁ ସାହାଣୀ ବୁଢା
कार्त्तिक सेठी · 1 min read · 515 reads
ଅନେକ ଦିନ ରୁ ଶୁଖିଯାଇଥିବା ଅଶ୍ରୁ ଆଜି ଅନବରତ ବହି ଚାଲିଥିଲା ଭରା ସରଜୁ ନଦୀ ଟିଏ ହେବାକୁ ।ସଂପର୍କର ଭଙ୍ଗା ସେତୁ ଟିଏ ପାଲଟି ଯାଇଥିଲା ସିଏ ।
Others