by jyotsna mayee panda ✓ · 8 Jun 2021
ସେ ବିସ୍ଥାପନ ଦୁଃଖ ଆଜି ବି ତା ମନରେ ଅଛି l ସେଥିପାଇଁ ପ୍ରଥମେ ବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ପଟ୍ଟା ପ୍ରଦାନ କରି ସେମାନଙ୍କ ପାଇଁ ପକ୍କା ଘର କରିଦେଲା l ସମସ୍ତେ ତା କାମ ପାଇଁ ଖୁବ ପ୍ରଶଂସା କଲେ l
Loading comments…
Loading comments…