by Satyabati Swain ✓ · 2 Dec 2019
ତା'ପରେ ଆମେ ପୁଣି ଏକାଠି ହୋଇ ଯାଉ। ଖେଳୁ ମଜା କରୁ। ମୋତେ କାକୁ ଆଦୌ ଲାଗେନି ସେ ଗୋଟେ ବଏ ବୋଲି। ମୋତେ ଲାଗେ ବନ୍ଧୁତାର ବଏ ଗାର୍ଲ କ'ଣ? ସାଙ୍ଗ ତ ସାଙ୍ଗ।
Loading comments…
Loading comments…