Story
Mirror
Home
Stories
Poems
Quotes
Series
Library
Write
English
हिन्दी
বাংলা
ગુજરાતી
मराठी
ଓଡ଼ିଆ
தமிழ்
తెలుగు
ಕನ್ನಡ
മലയാളം
120
Log in
Sign up
Loading…
StoryMirror - Read, Write, Share & Repeat
#ଉର୍ମି
5 storys
ଉର୍ମିଳା
Sulagna Mohanty · 3 min read · 7.3K reads
ଡାଇନିଂ ହଲର ବଡ ଟିଭିରେ ଷ୍ଟାରପ୍ଲସରେ ରାମାୟଣ ଚାଲିଥାଏ।
Inspirational
ଗୋଟେ ଇମେଲ୍
Titi Sarangi · 2 min read · 7.6K reads
ଆଜି ଦି ଦିନ ତଳର ମେଲ୍ ଚେକ୍ କରୁଥିଲି ।ନୂଆ ଗୋଟେ ନାଁ ଟିକେ ଦେଖି ଚମକି ପଡିଲି ।ଆରେ ଇଏ ତ ମୋର ସ୍କୁଲ୍ ବେଳର ସବୁଠୁ ଅନ୍ତରଙ୍ଗ ସାଙ୍ଗଟା !
Others
ଅସହ୍ୟ ଉର୍ମି
shibananda barik · 6 min read · 199 reads
ଅମର ବାବୁ ଅସମ୍ଭାଳ । ଆଉ ସମ୍ଭାଳି ନପାରି ତଳେ ଆଣ୍ଠେଇ ପଡି ଭୋ ଭୋ ରଡି କରି କାନ୍ଦିବାକୁ ଲାଗିଲେ ।
Inspirational
ସ୍ପର୍ଶ
Satyabati Swain · 6 min read · 483 reads
ତା'ପରେ ଆମେ ପୁଣି ଏକାଠି ହୋଇ ଯାଉ। ଖେଳୁ ମଜା କରୁ। ମୋତେ କାକୁ ଆଦୌ ଲାଗେନି ସେ ଗୋଟେ ବଏ ବୋଲି। ମୋତେ ଲାଗେ ବନ୍ଧୁତାର ବଏ ଗାର୍ଲ କ'ଣ? ସାଙ୍ଗ ତ ସାଙ୍ଗ।
Romance
ପ୍ରତିଶୋଧ
Purna chandra Rana · 3 min read · 255 reads
ସମସ୍ତେ ଏହା ଦେଖୁଥାନ୍ତି ଏହା ଦେଖି ସମସ୍ତଙ୍କ ଆଖିରେ ଲୁହର ସାଗର ଯେମିତି ଲହଡି ଖେଳୁଛି । କିଏ କାହାକୁ କିଛି କହି ପାରୁନାହାନ୍ତି l ସେହି ସମରେ ଆହୁରି ଗୁଳି ବର୍ଷଣ ହେଲା । ସମସ୍ତେ ନିଜ ନିଜ ସ୍ଥାନରେ ସତର୍କ ସହିତ ଅଛନ୍ତି l ରାଜବୀର ଥିବା ସ୍ଥାନରୁ କିଛି ଦୂରରେ ମୁଖା ବାନ୍ଧି ଦୁଇଜଣ ଆତଙ୍କବାଦୀ ଦେଖା ଗଲେ । ଏହା ଦେଖି ରାଜବୀର କ୍ଯାପ୍ଟେନ୍ ସାହାବଙ୍କୁ ଜଣାଇଲେ ଏବଂ କ୍ଯାପ୍ଟେନ୍ ସାହାବ ବନ୍ଧୁକ ଖୋଲିବାକୁ ଆଦେଶ ଦେବା ମାତ୍ରେ ଦୁଇଜଣ ଆତଙ୍କବାଦୀଙ୍କୁ ଆଖି ପିଛୁଳାକେ ମାରି ଲହୁ ଲୁହାଣ କରିଦେଲେ 'ଏ' ପ୍ଲାଟୁନ l
Tragedy