by Niranjan Sahu ✓ · 30 Jun 2019
ମରିଗଲା ପରେ ଦଶ ଦିନ ମନେପକେଇବେ ଘର ଦୁଆର ଲିପା ପୋଛା କରି ଗଙ୍ଗା ପାଣି ପକେଇ ଶୁଦ୍ଧି ହେବେ ଏଗାର ଦିନ ଦିନ ମସ୍ତ ଭୋଜି କରି ମଜାମଜଲିସ କରି ଖାଇବେ ତୋର ଗୋଟେ ଫୋଟ ଟିଏ ରଖିଦେବେ ଯିଏ ଆସିବ ଫୁଲ ଟିଏ ଦେବେ ଦୁଇ ଚାରି ମିନଟ ମନେ ପକେଇବେ
Loading comments…
Comments
Loading comments…