by Pramod Kumar Jena ✓ · 26 Jul 2019
ଜେଜେମାଆ କହୁଥିଲେ, ବାହାଘର ପରେ ବାପାଙ୍କ ମୁହଁରେ ତାଲା ଲାଗିଗଲା l ଏବେ ବୋଉ କହୁଛି, ଏବେ ଜେଜେମାଆ ଆଉ ଜେଜେବାବାଙ୍କ ମୁହଁରେ ଲାଗିଛି l
Loading comments…
Loading comments…