by Banalaxmi Mohanty ✓ · 1 May 2021
ଏଇ ଯେମିତି ଶଙ୍କର ପୁରର ଦନେଇ ସାହୁ। ଦିନ ମଜୁରିଆ ଭାବେ କାମ କରେ। ଚାଳ ଛପର ଘର ଖଣ୍ଡେ, ଘରେ ସ୍ତ୍ରୀ ଓ ପୁଅକୁ ନେଇ ତାର ସଂସାର ବେଶ୍ ସୁରୁଖୁରୁରେ ଚଳିଯାଉଥିଲା। ସେ ବର୍ଷ ଫନି ବାତ୍ୟାରେ ଘରତାର ମାଟିରେ ମିଶିଗଲା। ପର ଓଳିରେ ମୁଣ୍ଡ ଗୁଞ୍ଜି
Loading comments…
Loading comments…