ପଡିଶା ଘରକୁ ଗଲି ପଡିଶା ଘର ବଡ଼ବୋଉ, ଭାଉଜ ଏବଂ ଜେଜେମା ଦୌଡ଼ି ଆସିଲେ ବୋଉକୁ ଓହ୍ଲେଇଲେ ତା’ ବେକରେ ଥିବା ଦୌଡ଼ି ଖୋଲିଲେ ସମସ୍ତେ କାନ୍ଦୁଥାନ୍ତି । ମୁଁ ଛୋଟ ପିଲା କିଛି ଜାଣି ନଥାଏ ସମସ୍ତେ କହୁଥାନ୍ତି କାଲି ରାତିରେ କୁଆଡେ ବୋଉ ବାପାଙ୍କର ବହୁତ ଝଗଡା ହେଇଥିଲା ଆଜି ସକାଳ ଠାରୁ ବାପା ମଧ୍ୟ ଘରେ ନାହାନ୍ତି ବୋଉ କୁଆଡେ ଦଉଡି ଦେଇ ମରି ଯାଇଛି। ମୋ ଆଖିରେ କାନ୍ଦିବାକୁ ନା ଲୁହ ଥାଏ ନା ମତେ ବୁଝେଇବାକୁ କେହି ଥାନ୍ତି ?
Loading comments…