by Ranjit Sahu ✓ · 28 May 2020
"ଫୋନ ବି କାଟି ଦେଲା! ଆଜି ଦେଖି ନେବି ତାକୁ ସିନେମା ହଲରେ ଆସୁ," କହୁ କହୁ ରୀନା ରାଗିକି ବାହାରି ଗଲା ଘରୁ I ପୁରାପୁରି ବାଉଳା ହେବାକୁ ଲାଗିଥିଲା ଆଈ ଆଉ ତା ପାଟିରୁ ପୁଣି ବାହାରି ବାକୁ ଲାଗିଥିଲା 'ଗିରିଧାରୀ, ଗିରିଧାରୀ ' I
Loading comments…
Loading comments…